କାମାକ୍ଷାନଗର: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ୍‌ ରେଞ୍ଜ୍‌ ଗଡ଼ପଳାଶୁଣି  ଗାଁର ଜଣେ ମହିଳା ଆଜି ସକାଳେ ନିକଟସ୍ଥ ଜଙ୍ଗଲରୁ କୁସୁମ ଫଳ ସଂଗ୍ରହ କରି ଫେରୁଥିବା ବେଳେ ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅନ୍ନପୂର୍ଣ୍ଣା ଦେହୁରୀ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

hati

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 06:15 PM IST

Related story