କାମାକ୍ଷାନଗର: ଭାଲୁ ଆକ୍ରମଣରେ ଜଣେ ଆହତ

କାମାକ୍ଷାନଗର: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଜୁଡ଼ା ଗାଁରେ ଆଜି ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ତାଙ୍କ ନାଁ ଗଣେଶ୍ୱର ମହାନ୍ତ। ତାଙ୍କୁ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗଣେଶ୍ୱରଙ୍କ ହାତ ଗୋଡ ଓ ମୁହଁରେ ଗଭୀର ଆଘାତ ଲାଗିଛି। ଶୌଚ ହେବାକୁ ଯାଇଥିବାବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା।

kkk

Rakesh Mallick
  • Published: Thursday, 22 September 2016
  • , Updated: 22 September 2016, 12:27 PM IST

Related story