କାମାକ୍ଷାନଗର: ଦୁଇଟି ବୋଲେରୋକୁ ଧକ୍କା ଦେଲା ଟ୍ରକ୍, ୧୫ ଆହତ

କାମାକ୍ଷାନଗର: ଢେଙ୍କନାଳ ଜିଲ୍ଲା ପରଜଙ୍ଗ ଥାନା ବଡ଼ଝରା ଠାରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଦୁଇଟି ବୋଲେରୋକୁ ଧକ୍କା ଫଳରେ ୧୫ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ବୋଲେରୋ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା।

accident

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 03:12 AM IST

Related story