କାମାକ୍ଷାନଗର: ହାତୀ ଆକ୍ରମଣରେ ଜଣେ ମୃତ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ଦର୍ଜନି ଗାଁରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗୌରାଙ୍ଗ ମହାକୁଡ। ଆଜି ସକାଳେ ଗୌରାଙ୍ଗବିଲରୁ ଫେରୁଥିବା ସମୟରେ ଦନ୍ତାହାତୀ ସମ୍ମୁଖରେ ପଡିଯାଇଥିଲେ । ସେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

kamakhya

Rakesh Mallick
  • Published: Friday, 16 October 2015
  • , Updated: 16 October 2015, 09:54 AM IST

Related story