କେନ୍ଦୁଝର: ବାଂଶପାଳରେ ବ୍ରଜାପାତ ଘଟି ୫୨ ଗାଈ,୯ ଛେଳି ମୃତ

କେନ୍ଦୁଝର: କେନ୍ଦୁଝର ବାଂଶପାଳର ଭିନ୍ନ ଭିନ୍ନ ଜାଗାରେ ବଜ୍ରାଘାତରେ ୫୨ ଗାଈ ସହ ୯ଟି ଛେଳିର ମୃତ୍ୟୁ ହୋଇଛି। ଶୁକ୍ରବାର ଅପରାହ୍ନରେ ବାଂଶପାଳରେ ହଠାତ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା। ଗଛ ମୂଳରେ ଥିବା ସମୟରେ ବିଜୁଳି ମାରିବାରୁ ଗଛଟି ଅଧା ପୋଡି ଯିବା ସହ ୫୨ଟି ଗାଈର ମୃତ୍ୟୁ ହୋଇଥିଲା। ସେହିପରି ବଜ୍ରାଘାତରେ ଖଜୁରିମୁଣ୍ଡି ଗାଁରେ ୯ଟି ଛେଳିର ମୃତ୍ୟୁ ହୋଇଥିଲା। ଖବର ପାଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଘଟଣା ସ୍ଥଳକୁ ଯାଇଥିଲେ।

kanujara

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 04:55 AM IST

Related story