କଟକରେ ଆଉ ୧୩ଟି ବେଆଇନ୍ ମଣ୍ଡପ ସିଲ୍

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାରି ରହିଛି କଟକ ସହରର ବେଆଇନ ମଣ୍ଡପ ସିଲ୍। ଆଜି ଆଉ ୧୩ଟି ବେଆଇନ୍ ମଣ୍ଡପକୁ ସିଲ୍ କରାଯାଇଛି। ଏହାକୁ ମିଶାଇ ଏଯାବତ ୫୪ଟି ବେଆଇନ୍ ମଣ୍ଡପ୍ ସିଲ୍ କରାଗଲାଣି। ଆଜି ପୁରୀଘାଟ ଥାନା ଅଞ୍ଚଳରେ ୧୦ଟି ମଣ୍ଡପକୁ ସିଲ୍‌ କରାଯାଇଥିବା ବେଳେ ସିଡିଏ ଅଞ୍ଚଳର ୩ଟି ମଣ୍ଡପକୁ ସିଲ୍ କରାଯାଇଛି। ସିଏମ୍‌ସି, ସିଡିଏ ଓ ପୋଲିସ୍‌ ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟ କରାଯାଇଥିଲା।

mandap

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 12:44 PM IST

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାରି ରହିଛି କଟକ ସହରର ବେଆଇନ ମଣ୍ଡପ ସିଲ୍। ଆଜି ଆଉ ୧୩ଟି ବେଆଇନ୍ ମଣ୍ଡପକୁ ସିଲ୍ କରାଯାଇଛି। ଏହାକୁ ମିଶାଇ ଏଯାବତ ୫୪ଟି ବେଆଇନ୍ ମଣ୍ଡପ୍ ସିଲ୍ କରାଗଲାଣି।

ଆଜି ପୁରୀଘାଟ ଥାନା ଅଞ୍ଚଳରେ ୧୦ଟି ମଣ୍ଡପକୁ ସିଲ୍‌ କରାଯାଇଥିବା ବେଳେ ସିଡିଏ ଅଞ୍ଚଳର ୩ଟି ମଣ୍ଡପକୁ ସିଲ୍ କରାଯାଇଛି। ସିଏମ୍‌ସି, ସିଡିଏ ଓ ପୋଲିସ୍‌ ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟ କରାଯାଇଥିଲା।

Related story