କଟକ: ଘରୋଇ ହସପିଟାଲ ଉପରେ ଆୟକର ବିଭାଗର ଚଢ଼ାଉ

କଟକ:  କଟକର ଏକ ଘରୋଇ ହସ୍ପିଟାଲ୍ ଉପରେ ଆଜି  ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଏନେଇ ଭୁବନେଶ୍ୱର, କଟକ ସମେତ ମୋଟ ୫ଟି ସ୍ଥାନରେ ଚଢ଼ାଉ ହୋଇଛି। ହସ୍ପିଟାଲ୍ ମାଲିକଙ୍କ ଘର ଓ ନର୍ସିଂ କଲେଜରେ ମଧ୍ୟ ଚଢାଉ କରାଯାଇଛି।

hospital

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 08:04 AM IST

Related story