ଗୁଡ଼ି ଉଡ଼ାକୁ ନେଇ କଟକରେ ଗୋଷ୍ଠୀ ସଂଘର୍ଷ, ୩ ଆହତ

କଟକ: କଟକର ଝୋଲାସାହିରେ ରବିବାର ଗୁଡ଼ି ଉଡ଼ାଇବାକୁ ନେଇ ଘଟି ଯାଇଛି ତୁମୁଳକାଣ୍ଡ। ସାହିର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ସଂଘର୍ଷ। ଉଭୟ ପକ୍ଷ ମଧ୍ୟରେ ଢେଲା ଓ କାଚବୋତଲ ମାଡ଼ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ପୋଲିସ୍ କନଷ୍ଟେବଳ ଅଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି। ବରିଷ୍ଠ ଅଧିକାରୀମାନେ ସ୍ଥିତିର ଅନୁଧ୍ୟାନ କରୁଛନ୍ତି।

katak

Rakesh Mallick
  • Published: Sunday, 10 January 2016
  • , Updated: 10 January 2016, 03:46 PM IST

Related story