କଟକ: ଜାଇକାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟଶୈଳୀ ପ୍ରତିବାଦରେ ରାସ୍ତାରୋକ

କଟକ: ଜାଇକାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟଶୈଳୀ ପ୍ରତିବାଦରେ ଆଜି କଟକରେ ଓଡିଶା କନଷ୍ଟ୍ରକସନ୍ ୱାର୍କସ ୟୁନିୟନ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। କଟକ ନୂଆବଜାର ଛକରେ ଶତାଧିକ କର୍ମୀ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ସଂଘ ଅଭିଯୋଗ କରିଛି, ନୂଆପଡ଼ା ଛକ ଠାରୁ କୁଞ୍ଜବିହାରୀ ମାର୍କେଟ କଂପ୍ଲେକ୍ସ ଏବଂ ନୂଆପଡ଼ା ସ୍କୁଲଠାରୁ ଲେବଲ କ୍ରସିଙ୍ଗ୍ ପର୍ଯ୍ୟନ୍ତ ଜାଇକା କାମ କରିବା ଆଳରେ ମାସ ମାସ ହେଲାଣି ରାସ୍ତାକୁ ଖୋଳି ଦିଆଯାଇଛି। ତେବେ ରାସ୍ତା ମରାମତି କାମ କରାଯାଉ ନାହିଁ। […]

zaika

zaika

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 01:17 PM IST

Sports

Latest News

କଟକ: ଜାଇକାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟଶୈଳୀ ପ୍ରତିବାଦରେ ଆଜି କଟକରେ ଓଡିଶା କନଷ୍ଟ୍ରକସନ୍ ୱାର୍କସ ୟୁନିୟନ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। କଟକ ନୂଆବଜାର ଛକରେ ଶତାଧିକ କର୍ମୀ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଥିଲେ।

ସଂଘ ଅଭିଯୋଗ କରିଛି, ନୂଆପଡ଼ା ଛକ ଠାରୁ କୁଞ୍ଜବିହାରୀ ମାର୍କେଟ କଂପ୍ଲେକ୍ସ ଏବଂ ନୂଆପଡ଼ା ସ୍କୁଲଠାରୁ ଲେବଲ କ୍ରସିଙ୍ଗ୍ ପର୍ଯ୍ୟନ୍ତ ଜାଇକା କାମ କରିବା ଆଳରେ ମାସ ମାସ ହେଲାଣି ରାସ୍ତାକୁ ଖୋଳି ଦିଆଯାଇଛି। ତେବେ ରାସ୍ତା ମରାମତି କାମ କରାଯାଉ ନାହିଁ। ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିକି ଏହି ଖାଲରେ ପଡ଼ି ଲୋକମାନେ କ୍ଷତାକ୍ତ ମଧ୍ୟ ହେଉଛନ୍ତି। ତେବେ ତୁରନ୍ତ ରାସ୍ତା କାମ କରା ନ ଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ୟୁନିୟନର ସଂପାଦକ ଭଂଜ କିଶୋର ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story