କନ୍ଧମାଳ: ୫୯ କିଲୋ ଗଞ୍ଜେଇ ସହ କାର୍ ଜବତ,  ୫ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ ଛକରୁ ପୋଲିସ ଏକ ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିଛି।  କାରରେ ୫୯ କିଲୋ ଗଞ୍ଜେଇ ଥିଲା। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ  ଗିରଫ ମଧ୍ୟ କରିଛି। ସେମାନଙ୍କ ଠାରୁ ୯ ହଜାର ଟଙ୍କା ମଧ୍ୟ ଜବତ୍ କରାଯାଇଛି।  ଗିରଫ ଅଭିଯୁକ୍ତ ମାନେ ଭାଗଲପୁରର ବୋଲି ଜଣାପଡିଛି।

k

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 11:10 AM IST

Related story