ଖୋର୍ଦ୍ଧା: ୯ ଦଫା ଦାବିରେ ମତ୍ସଜୀବୀଙ୍କ ମହାମେଳି

ଖୋର୍ଦ୍ଧା: ବିଭିନ୍ନ ଦାବିରେ ଚିଲିକାର ଶହଶହ ମତ୍ସଜୀବୀ ସୋମବାର ଏକ ମହାମେଳି କରିଛନ୍ତି। ଚିଲିକାରୁ ନଳ ଘାସ ଉଚ୍ଛେଦ, ଘେରି ମଶାରୀ ଜାଲ ସମ୍ପୂର୍ଣ୍ଣ ନିଷେଧ, ପ୍ରତି ମାଛଧରା ପେଣ୍ଠ ନିକଟରେ ଜେଟି ନିର୍ମାଣ ଭଳି ୯ଟି ଦାବି ରଖିଛି। ଚିଲିକା ମସ୍ୟଜିବୀ ମହାସଂଘ। ତେବେ ଚିଲିକା ଉପରେ ନିର୍ଭର କରି ପେଟ ପୋଷୁଥିବା ମସ୍ୟଜୀବୀମାନେ ବାରମ୍ୱାର ଏନେଇ ସରକାରଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳୁ ନ ଥିବାରୁ ମହାସଂଘ ଉଦବେଗ ପ୍ରକାଶ କରିଛି। […]

khurdh

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 01:43 PM IST

ଖୋର୍ଦ୍ଧା: ବିଭିନ୍ନ ଦାବିରେ ଚିଲିକାର ଶହଶହ ମତ୍ସଜୀବୀ ସୋମବାର ଏକ ମହାମେଳି କରିଛନ୍ତି। ଚିଲିକାରୁ ନଳ ଘାସ ଉଚ୍ଛେଦ, ଘେରି ମଶାରୀ ଜାଲ ସମ୍ପୂର୍ଣ୍ଣ ନିଷେଧ, ପ୍ରତି ମାଛଧରା ପେଣ୍ଠ ନିକଟରେ ଜେଟି ନିର୍ମାଣ ଭଳି ୯ଟି ଦାବି ରଖିଛି। ଚିଲିକା ମସ୍ୟଜିବୀ ମହାସଂଘ। ତେବେ ଚିଲିକା ଉପରେ ନିର୍ଭର କରି ପେଟ ପୋଷୁଥିବା ମସ୍ୟଜୀବୀମାନେ ବାରମ୍ୱାର ଏନେଇ ସରକାରଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳୁ ନ ଥିବାରୁ ମହାସଂଘ ଉଦବେଗ ପ୍ରକାଶ କରିଛି। ତୁରନ୍ତ ସେମାନଙ୍କର ଦାବି ପୂରଣ ନ ହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘର ସଭାପତି ମହାଦେବ ବେହେରା ଏବଂ ସଂପାଦକ ଗୁରୁଦେବ ବେହେରା ଚେତାବନୀ ଦେଇଛନ୍ତି।

Related story