କୋଣାର୍କ: ସମୁଦ୍ରରେ ବୁଡି ଛାତ୍ରଙ୍କ ମୃତ୍ୟୁ

କୋଣାର୍କ:  ଅସ୍ତରଙ୍ଗ ଜାହାନିଆ ନିକଟରେ ସମୁଦ୍ରରେ ବୁଡି  ଆଜି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି।  ସେ ହେଲେ ସମ୍ବଲପୁରର  ଆଲୋକ ଜେନା।  ସେ ଭୁବନେଶ୍ୱରର ଏକ ଇଞ୍ଜିନିୟରିଂ କଲେଜରେ  ପାଠ ପଢୁଥିଲେ।

sea

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 04:06 PM IST

Related story