କୋରାପୁଟ: ୮ଦଫା ଦାବି ନେଇ ପାରିପାର୍ଶ୍ୱିକ ଉନ୍ନୟନ ପରିଷଦର ଧାରଣା
କୋରାପୁଟ: ନାଲକୋ, ଦାମନେଯାଡି ଖଣି ପରିସରରରେ ବସବାସ କରୁଥିବା ୩୦୦ରୁ ଉର୍ଦ୍ଧ୍ୱ ଗ୍ରାମ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ବିଦ୍ୟୁତ ସଂଯୋଗୀକରଣଠାରୁ ବହୁ ଦୁରେ ରହିଥିବାବେଳେ, ସ୍ଥାନୀୟ ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ପାଇଁ ସୁଯୋଗ ଦିଆ ଯାଇ ନାହିଁ। ନାଲକୋ ପାରିପାର୍ଶ୍ୱିକ ଗ୍ରାମ ଓ ଅଞ୍ଚଳର ଲୋକମାନଙ୍କର ଉନ୍ନତି ପାଇଁ ୮ ଦଫା ଦାବି ନେଇ ନାଲକୋ ପାରିପାର୍ଶ୍ୱିକ ଉନ୍ନୟନ ପରିଷଦ ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା କରିବା ସହ ନାଲକୋ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଦାବି […]
କୋରାପୁଟ: ନାଲକୋ, ଦାମନେଯାଡି ଖଣି ପରିସରରରେ ବସବାସ କରୁଥିବା ୩୦୦ରୁ ଉର୍ଦ୍ଧ୍ୱ ଗ୍ରାମ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ବିଦ୍ୟୁତ ସଂଯୋଗୀକରଣଠାରୁ ବହୁ ଦୁରେ ରହିଥିବାବେଳେ, ସ୍ଥାନୀୟ ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ପାଇଁ ସୁଯୋଗ ଦିଆ ଯାଇ ନାହିଁ। ନାଲକୋ ପାରିପାର୍ଶ୍ୱିକ ଗ୍ରାମ ଓ ଅଞ୍ଚଳର ଲୋକମାନଙ୍କର ଉନ୍ନତି ପାଇଁ ୮ ଦଫା ଦାବି ନେଇ ନାଲକୋ ପାରିପାର୍ଶ୍ୱିକ ଉନ୍ନୟନ ପରିଷଦ ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା କରିବା ସହ ନାଲକୋ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଦାବି ପୂରଣ ନହେବା ଯାଏଁ ଧାରଣାରେ ବସିବେ ବୋଲି ଏହି ପରିଷଦର ଆବାହକ କହିଥିଲେ।