କୋରାପୁଟ:  ୮ଦଫା ଦାବି ନେଇ ପାରିପାର୍ଶ୍ୱିକ ଉନ୍ନୟନ ପରିଷଦର ଧାରଣା

କୋରାପୁଟ:  ନାଲକୋ, ଦାମନେଯାଡି ଖଣି ପରିସରରରେ ବସବାସ କରୁଥିବା ୩୦୦ରୁ ଉର୍ଦ୍ଧ୍ୱ ଗ୍ରାମ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ବିଦ୍ୟୁତ ସଂଯୋଗୀକରଣଠାରୁ ବହୁ ଦୁରେ ରହିଥିବାବେଳେ,  ସ୍ଥାନୀୟ ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି  ପାଇଁ ସୁଯୋଗ ଦିଆ ଯାଇ ନାହିଁ। ନାଲକୋ ପାରିପାର୍ଶ୍ୱିକ ଗ୍ରାମ ଓ ଅଞ୍ଚଳର ଲୋକମାନଙ୍କର ଉନ୍ନତି ପାଇଁ ୮ ଦଫା ଦାବି ନେଇ ନାଲକୋ ପାରିପାର୍ଶ୍ୱିକ ଉନ୍ନୟନ ପରିଷଦ ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା କରିବା ସହ ନାଲକୋ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଦାବି […]

koraput

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 03:39 AM IST

କୋରାପୁଟ:  ନାଲକୋ, ଦାମନେଯାଡି ଖଣି ପରିସରରରେ ବସବାସ କରୁଥିବା ୩୦୦ରୁ ଉର୍ଦ୍ଧ୍ୱ ଗ୍ରାମ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ବିଦ୍ୟୁତ ସଂଯୋଗୀକରଣଠାରୁ ବହୁ ଦୁରେ ରହିଥିବାବେଳେ,  ସ୍ଥାନୀୟ ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି  ପାଇଁ ସୁଯୋଗ ଦିଆ ଯାଇ ନାହିଁ। ନାଲକୋ ପାରିପାର୍ଶ୍ୱିକ ଗ୍ରାମ ଓ ଅଞ୍ଚଳର ଲୋକମାନଙ୍କର ଉନ୍ନତି ପାଇଁ ୮ ଦଫା ଦାବି ନେଇ ନାଲକୋ ପାରିପାର୍ଶ୍ୱିକ ଉନ୍ନୟନ ପରିଷଦ ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା କରିବା ସହ ନାଲକୋ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଦାବି ପୂରଣ ନହେବା ଯାଏଁ ଧାରଣାରେ ବସିବେ ବୋଲି ଏହି ପରିଷଦର ଆବାହକ କହିଥିଲେ।

Related story