କୁଚିଣ୍ଡା: ଟ୍ରେନ ଧକ୍କାରେ ୨ ମୃତ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ବଡ଼ପୋଷ-ଟାଙ୍ଗରମୁଣ୍ଡା ମଝି ରେଳ ଧାରଣାରେ ଗତକାଲି ବିଳମ୍ବିତ ରାତିରେ ହାୱାଡ଼ା-ବୁର୍ଲା ଟ୍ରେନ ଧକ୍କାରେ ଦୁଇ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଛି। ଟ୍ରେନ ଧକ୍କାରେ ୩ଟି ଗୋରୁଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସ୍ପଷ୍ଟ ହୋଇନାହିଁ। ମୃତକଙ୍କ ପରିଚୟ ମିଳିନାହିଁ। ଦୁଇ ମୃତକ ଗୋରୁ ବ୍ୟବସାୟ କରୁଥିବା ସନ୍ଦେହ କରାଯାଉଛି।  

train-5

Rakesh Mallick
  • Published: Thursday, 16 June 2016
  • , Updated: 16 June 2016, 11:44 AM IST

Related story