ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଥାନା ଲାଖପଦର ଅଞ୍ଚଳର ଜଣେ କ୍ୟାଡ଼ର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ କୁନି ଓରଫ ରଶ୍ମିତା ସିକକା। ସେ ବାଶଧାରା-ଘୁମୁସର-ନାଗାବଳି ଡିଭିଜନ୍‌ର ସଦସ୍ୟା। ତାଙ୍କ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା।

naxal surrender

Rakesh Mallick
  • Published: Wednesday, 03 May 2017
  • , Updated: 03 May 2017, 11:07 PM IST

Related story