ମାଲକାନଗିରି: ୫ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଶୁକ୍ରବାର ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ କାଲିମେଳା ଦଲମ୍‌ର ସଦସ୍ୟ ବୋଲି ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।  

mao

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 09:04 AM IST

Related story