ମାଲକାନଗିରି: ୨୨୨ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ପାଖରେ ଆଜି ୨୨୨ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନେ କାଲିମେଳେ ଥାନା ଟେକ୍‌ଗୁଡ଼ା, ସାନ ଟେକ୍‌ଗୁଡ଼ା ଓ ଟେକଗୁଡ଼ା କଲୋନୀ ଅଞ୍ଚଳର। ସେମାନଙ୍କ ମଧ୍ୟରେ ୧୯ ଜଣ ମିଲିସିଆ ଓ ୭୨ ଜଣ ମହିଳା ଅଛନ୍ତି। ମାସକ ମଧ୍ୟରେ ଜିଲ୍ଲାରେ ୫୦୦ରୁ ଊର୍ଦ୍ଧ୍ୱ ମାଓ ସମର୍ଥକ ଆତ୍ମସମର୍ପଣ କଲେଣି।

surrender

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 10:40 PM IST

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ପାଖରେ ଆଜି ୨୨୨ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନେ କାଲିମେଳେ ଥାନା ଟେକ୍‌ଗୁଡ଼ା, ସାନ ଟେକ୍‌ଗୁଡ଼ା ଓ ଟେକଗୁଡ଼ା କଲୋନୀ ଅଞ୍ଚଳର। ସେମାନଙ୍କ ମଧ୍ୟରେ ୧୯ ଜଣ ମିଲିସିଆ ଓ ୭୨ ଜଣ ମହିଳା ଅଛନ୍ତି।

ମାସକ ମଧ୍ୟରେ ଜିଲ୍ଲାରେ ୫୦୦ରୁ ଊର୍ଦ୍ଧ୍ୱ ମାଓ ସମର୍ଥକ ଆତ୍ମସମର୍ପଣ କଲେଣି।

Related story