ବ୍ଲକସ୍ତରୀୟ ମେଗା ଗଣିତ ପାଠଚକ୍ର

Ordigital Desk
  • Published: Tuesday, 05 September 2017
  • , Updated: 05 September 2017, 11:27 PM IST
<p>ଛତ୍ରପୁର (ଓଡ଼ିଶା ରିପୋର୍ଟର): ଛତ୍ରପୁର ବ୍ଲକ ପୁରୁଷୋତ୍ତମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଗଣିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ମାଧ୍ୟମିକ ଶିକ୍ଷା ପରିଷଦର ଗଣିତ ସଂଯୋଜକ ଡକ୍ଟର ନଳିନୀକାନ୍ତ ମିଶ୍ର ଏବଂ ବିଇଓ ହରେକୃଷ୍ଣ ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ।</p> <p>ପାଠଚକ୍ରରେ ନଳିନୀକାନ୍ତ ମିଶ୍ର ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଗଣିତ ଓ ଜ୍ୟାମିତି ବିଷୟରେ ଶିକ୍ଷା ଦେଇଥିଲେ।</p>

Related story