ନବରଙ୍ଗପୁର: ଏସବିଆଇ ଇ-କର୍ଣ୍ଣର ଲୋକାର୍ପିତ

ନବରଙ୍ଗପୁର: ନବରଙ୍ଗପୁର ଏସବିଆଇ ମୁଖ୍ୟ ଶାଖା ନିକଟରେ ଏକ ଇ-ର୍ଣ୍ଣର ଉଦଘାଟିତ ହୋଇଛି । ଜିଲ୍ଲାପାଳ ରଶ୍ମିତା ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଇ-କର୍ଣ୍ଣର ଜରିଆରେ ଲୋକେ ଟଙ୍କା ଜମା, ଉଠାଣ, ପାସବୁକ ଅପଡେଟ୍ ଇଣ୍ଟିରନେଟ ବ୍ୟାଙ୍କି ଆଦିର ୨୪ ଘଣ୍ଟିଆ ସୁବିଧା ପାଇପାରିବେ । ଅନ୍ୟମାନଙ୍କ ମଧ୍ୟରେ ଶାଖା ପରିଚାଳକ ଏମ ଦୁର୍ଗାପ୍ରସାଦ, ବିଭୂତି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

nabarangapur

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 03:54 AM IST

Related story