ଏନଏସି ଘୋଷଣା ଦାବିରେ ସାଲେପୁର ବନ୍ଦ

ସାଲେପୁର: ଏନଏସି ଘୋଷଣା ଦାବିରେ କଟକ ଜିଲ୍ଲା ସାଲେପୁର ସହରରେ ଆଜି ବନ୍ଦ ପାଳନ କରାଯାଇଛି। ସାଲେପୁର ସହରାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦକୁ ସହରର ବିଭିନ୍ନ ସଂଗଠନ ମଧ୍ୟ ସମର୍ଥନ ଦେଇଛନ୍ତି। ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ୍, କଲେଜ୍, ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ ଆଦି ବନ୍ଦ ରହିଛି। ଗାଡି ଚଳାଚଳ ମଧ୍ୟ  ବନ୍ଦ ରହିଛି।

salpur

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 08:33 AM IST

Related story