ଗଛରେ ଲାଗିଲା ଧମକପୂର୍ଣ୍ଣ ମାଓ ପୋଷ୍ଟର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡ଼ାଗୋଡ଼ା ନିକଟରେ ଏକ ଗଛରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଲାଲ କାଳିରେ ଲେଖାଯାଇଥିବା ପୋଷ୍ଟରରେ ଲେଖାଯାଇଛି,“ଯେଉଁମାନେ ନିଜ ମା, ମାଟି, ଜଙ୍ଗଲକୁ ବିକ୍ରି କରୁଛନ୍ତି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ। ଯଦି ସରକାର, ପ୍ରଶାସନ କିମ୍ୱା କମ୍ପାନୀ ଲୋକଙ୍କୁ ସହଯୋଗ କରନ୍ତି ପ୍ରଜା କୋର୍ଟରେ ସେମାନଙ୍କୁ ଦଣ୍ଡ ଦିଆଯିବ।” ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

angul poster

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 03:40 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡ଼ାଗୋଡ଼ା ନିକଟରେ ଏକ ଗଛରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଲାଲ କାଳିରେ ଲେଖାଯାଇଥିବା ପୋଷ୍ଟରରେ ଲେଖାଯାଇଛି,“ଯେଉଁମାନେ ନିଜ ମା, ମାଟି, ଜଙ୍ଗଲକୁ ବିକ୍ରି କରୁଛନ୍ତି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ। ଯଦି ସରକାର, ପ୍ରଶାସନ କିମ୍ୱା କମ୍ପାନୀ ଲୋକଙ୍କୁ ସହଯୋଗ କରନ୍ତି ପ୍ରଜା କୋର୍ଟରେ ସେମାନଙ୍କୁ ଦଣ୍ଡ ଦିଆଯିବ।” ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story