ନୟାଗଡ଼: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କ ଖଣ୍ଡନ

ନୟାଗଡ଼: ଶିଶୁ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ରାତିରେ ଜଣେ ୪ ଦିନର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କ ଝିଅର ମୃତ୍ୟୁ ହେଲା ବୋଲି ଅଭିଯୋଗ କରିଛନ୍ତି ଲୋକନାଥ ପଟ୍ଟନାୟକ। କିନ୍ତୁ ଶିଶୁ ରୋଗ ବିଶେଷଜ୍ଞ ଆଶିଷ ଦୀକ୍ଷିତ ଚିକିତ୍ସାରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଶିଶୁଟିକୁ ଜଣ୍ଡିସ୍ ହୋଇଥିଲା। ମା’ କ୍ଷୀର ଶିଶୁର ନଳିରେ […]

nayagada-shishumrutyu

Rakesh Mallick
  • Published: Wednesday, 02 September 2015
  • , Updated: 02 September 2015, 03:32 AM IST

ନୟାଗଡ଼: ଶିଶୁ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ରାତିରେ ଜଣେ ୪ ଦିନର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କ ଝିଅର ମୃତ୍ୟୁ ହେଲା ବୋଲି ଅଭିଯୋଗ କରିଛନ୍ତି ଲୋକନାଥ ପଟ୍ଟନାୟକ। କିନ୍ତୁ ଶିଶୁ ରୋଗ ବିଶେଷଜ୍ଞ ଆଶିଷ ଦୀକ୍ଷିତ ଚିକିତ୍ସାରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଶିଶୁଟିକୁ ଜଣ୍ଡିସ୍ ହୋଇଥିଲା। ମା’ କ୍ଷୀର ଶିଶୁର ନଳିରେ ପଶିବାରୁ ଛୁଆଟିର ମୃତ୍ୟୁ ହୋଇଛି।

Related story