ନୟାଗଡରେ ଲାଇସେନ୍ସ ନବୀକରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଶ୍ରମିକ ମହାସଂଘ

ନୟାଗଡ: ଯାଜପୁର ଜିଲ୍ଲା ଛତିଆ ବଦଳରେ ନୟାଗଡ଼ରେ ଡ୍ରାଇଭରମାନଙ୍କ ଲାଇସେନ୍ସ ନବୀକରଣ ବ୍ୟବସ୍ଥା କରିବା ଦାବିରେ ଶ୍ରମିକ ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି । ନୟାଗଡ଼ ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ ଏ ନେଇ ଏକ ବିଶାଳ ଶୋଭାଯାତ୍ରା ସିନ୍ଦୁରିଆରୁ ବାହାରି ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲା । ଜିଲ୍ଲାର ଅଧିକାଂଶ ଡ୍ରାଇଭର ସଂଘ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହାସଂଘ ପକ୍ଷରୁ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଥିଲା । ନୟାଗଡ଼ରେ […]

n

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 09:15 AM IST

ନୟାଗଡ: ଯାଜପୁର ଜିଲ୍ଲା ଛତିଆ ବଦଳରେ ନୟାଗଡ଼ରେ ଡ୍ରାଇଭରମାନଙ୍କ ଲାଇସେନ୍ସ ନବୀକରଣ ବ୍ୟବସ୍ଥା କରିବା ଦାବିରେ ଶ୍ରମିକ ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି । ନୟାଗଡ଼ ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ ଏ ନେଇ ଏକ ବିଶାଳ ଶୋଭାଯାତ୍ରା ସିନ୍ଦୁରିଆରୁ ବାହାରି ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲା । ଜିଲ୍ଲାର ଅଧିକାଂଶ ଡ୍ରାଇଭର ସଂଘ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହାସଂଘ ପକ୍ଷରୁ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଥିଲା । ନୟାଗଡ଼ରେ ଆରଟିଓ ଅଫିସରେ ସମସ୍ତ ସୁବିଧା ଥିବା ବେଳେ ଛତିଆରେ ଲାଇସେନ୍ସ ନବୀକରଣ ବନ୍ଦ କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି । ଏ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

Related story