ନୟାଗଡ଼: ଚିନିକଳ କର୍ମଚାରୀ ଓ ଆଖୁଚାଷୀଙ୍କୁ ଭେଟିଲେ ପ୍ରଦୀପ ମାଝି

ନୟାଗଡ଼:  ନୟାଗଡ଼ ଜିଲ୍ଲାପାଳଙ୍କ ଆଗରେ ଅନଶନରେ ବସିଥିବା ନୟାଗଡ଼ ଚିନିକଳ କର୍ମଚାରୀ ଓ ଆଖୁଚାଷୀଙ୍କୁ ଭେଟିଛନ୍ତି କଂଗ୍ରେସ ପୂର୍ବତନ ଏମପି ପ୍ରଦୀପ ମାଝି। ସେ କହିଛନ୍ତି ଯେ ନୟାଗଡ଼ର ଏକମାତ୍ର ଶିଳ୍ପ ଏବେ ବନ୍ଦ ରହିଛି। ରାଜ୍ୟ ସରକାର, ଜିଲ୍ଳା ପ୍ରସାଶନ ଓ ଚିନିକଳ ମାଲିକଙ୍କ ଷଡଯନ୍ତ୍ର କରି ଚିନି କଳ ବନ୍ଦ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ଆଖୁ ଚାଷୀଙ୍କ ପାଇଁ କଂଗ୍ରେସ ଦଳ ସଙ୍ଘର୍ଷ କରିବ ବୋଲି ସେ କହିଛନ୍ତି। ଚିନିକଳ […]

vlcsnap-2015-09-13-11h14m27s033

vlcsnap-2015-09-13-11h14m27s033

Rakesh Mallick
  • Published: Sunday, 13 September 2015
  • Updated: 13 September 2015, 05:46 AM IST

Sports

Latest News

ନୟାଗଡ଼:  ନୟାଗଡ଼ ଜିଲ୍ଲାପାଳଙ୍କ ଆଗରେ ଅନଶନରେ ବସିଥିବା ନୟାଗଡ଼ ଚିନିକଳ କର୍ମଚାରୀ ଓ ଆଖୁଚାଷୀଙ୍କୁ ଭେଟିଛନ୍ତି କଂଗ୍ରେସ ପୂର୍ବତନ ଏମପି ପ୍ରଦୀପ ମାଝି। ସେ କହିଛନ୍ତି ଯେ ନୟାଗଡ଼ର ଏକମାତ୍ର ଶିଳ୍ପ ଏବେ ବନ୍ଦ ରହିଛି। ରାଜ୍ୟ ସରକାର, ଜିଲ୍ଳା ପ୍ରସାଶନ ଓ ଚିନିକଳ ମାଲିକଙ୍କ ଷଡଯନ୍ତ୍ର କରି ଚିନି କଳ ବନ୍ଦ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ଆଖୁ ଚାଷୀଙ୍କ ପାଇଁ କଂଗ୍ରେସ ଦଳ ସଙ୍ଘର୍ଷ କରିବ ବୋଲି ସେ କହିଛନ୍ତି। ଚିନିକଳ ବନ୍ଦ ସମସ୍ୟା ନେଇ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଚିନିକଳ ଖୋଲିବାର ଆଶା ଦେଖା ଦେଇଥିବା ବେଳେ ବକେୟା ପ୍ରାପ୍ୟ ଦାବିରେ ଚିନିକଳ କର୍ମଚାରୀ ଓ ଆଖୁଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳକାରୀ କହିଛନ୍ତି, ବକେୟା ପ୍ରାପ୍ୟ ମିଳିଲେ ଆନ୍ଦୋଳନ ପ୍ରତ୍ୟାହର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story