ନୂଆଖାଇ ପାଇଁ ସମ୍ବଲପୁରରେ ଚାଲିଛି ଜୋରଦାର ପ୍ରସ୍ତୁତି

ସମ୍ବଲପୁର: ପବିତ୍ର ଗଣପର୍ବ ନୂଆଖାଇ  ପାଇଁ ସମ୍ୱଲପୁରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମା ସମଲେଇଙ୍କ ମନ୍ଦିରରେ ନବାନ୍ନ ସୁରୁଖୁରୁରେ କିପରି ସମ୍ପନ୍ନ ହେବ ସେଥିପାଇଁ ମନ୍ଦିର ପରିଚାଳନା କମିଟି  ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହେଲାଣି।  ନୂଆଖାଇ ଦିନ ବଡ଼ି ଭୋରରୁ ମା’ ସମଲେଇଙ୍କର ସ୍ୱତନ୍ତ୍ର ନୀତି ହେବ। ଆସନ୍ତା ୧୮ ତାରିଖ ସକାଳ ୮ଟା ୨୦ରୁ ୮ଟା ୩୫ମିନିଟ ମଧ୍ୟରେ ସମ୍ୱଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବ। ଏହାପରେ ଲୋକେ […]

samblpur

samblpur

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 06:25 AM IST

Sports

Latest News

ସମ୍ବଲପୁର: ପବିତ୍ର ଗଣପର୍ବ ନୂଆଖାଇ  ପାଇଁ ସମ୍ୱଲପୁରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମା ସମଲେଇଙ୍କ ମନ୍ଦିରରେ ନବାନ୍ନ ସୁରୁଖୁରୁରେ କିପରି ସମ୍ପନ୍ନ ହେବ ସେଥିପାଇଁ ମନ୍ଦିର ପରିଚାଳନା କମିଟି  ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହେଲାଣି।  ନୂଆଖାଇ ଦିନ ବଡ଼ି ଭୋରରୁ ମା' ସମଲେଇଙ୍କର ସ୍ୱତନ୍ତ୍ର ନୀତି ହେବ। ଆସନ୍ତା ୧୮ ତାରିଖ ସକାଳ ୮ଟା ୨୦ରୁ ୮ଟା ୩୫ମିନିଟ ମଧ୍ୟରେ ସମ୍ୱଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବ। ଏହାପରେ ଲୋକେ ନୂଆ ଖାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story