ନୂଆପଡା ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ ଘେରାଉ

ନୂଆପଡା: ନୂଆପଡା ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ବୋଡେନ୍ ବ୍ଲକ୍ ଅଞ୍ଚଳର ଚାଷୀ ଗତକାଲି ତହସିଲ ଅଫିସ ଘେରାଉ କରିଥିଲେ। ଏହାସହିତ ଆଗାମୀ ରବି ଚାଷ ପାଇଁ ଚାଷୀଙ୍କୁ ଅଣଧାନ ବିହନ ପ୍ରଦାନ କରିବାକୁ ମଧ୍ୟ ଦାବି କରିଥିଲେ। ଏହାପରେ ସିନାପାଲି ବ୍ଲକରେ ମରୁଡିର ସ୍ଥାୟୀ ପ୍ରତିକାର ନିମନ୍ତେ ଜଳସେଚନର ବ୍ୟବସ୍ଥା ଆଦି ୩୧ ଦଫାପତ୍ର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

nuapda1

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 09:05 AM IST

Related story