ରାଜଗାଙ୍ଗପୁର: ଓସିଏଲ ସିମେଣ୍ଟ କାରଖାନାରେ ଦୁର୍ଘଟଣା, ୪ କର୍ମଚାରୀ ଆହତ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ସ୍ଥିତ ଓସିଏଲ ସିମେଣ୍ଟ କାରଖାନାରେ ଦୁର୍ଘଟଣା ଘଟି ୪ଜଣ କର୍ମଚାରୀ ଆହତ ହୋଇଛନ୍ତି। କାରଖାନାର ୱେଷ୍ଟ ସିମେଣ୍ଟ ପାଇପ ଫାଟି ୪ଜଣ ଏକଜିକ୍ୟୁଟିଭି ଆହତ ହୋଇଛନ୍ତି। ଆହତମାନଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ଥିବା ଜଣାପଡିଛି।

ocl cement

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 05:23 PM IST

Related story