ସିଆର୍‌ପିଏଫ୍‌ କ୍ୟାମ୍ପରେ ଯବାନଙ୍କ ମୃତ୍ୟୁ: କାରଣ ଅସ୍ପଷ୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ସିଆର୍‌ପିଏଫ୍‌ କ୍ୟାମ୍ପରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କ୍ୟାମ୍ପରେ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ  ଟି.ସୋମାଭାଇ। ତାଙ୍କ ଘର ଗୁଜରାଟରେ। କେଉଁ କାରଣରୁ ଟି.ସୋମାଭାଇଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ। ପୂର୍ବରୁ ଏହି କ୍ୟାମ୍ପରେ ଜଣେ ଯବାନଙ୍କ ବ୍ରେନ୍‌ ମ୍ୟାଲେରିଆରେ ମୃତ୍ୟୁ ହୋଇଥିଲା।  

Rakesh Mallick
  • Published: Friday, 01 September 2017
  • , Updated: 01 September 2017, 12:46 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ସିଆର୍‌ପିଏଫ୍‌ କ୍ୟାମ୍ପରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କ୍ୟାମ୍ପରେ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ  ଟି.ସୋମାଭାଇ। ତାଙ୍କ ଘର ଗୁଜରାଟରେ। କେଉଁ କାରଣରୁ ଟି.ସୋମାଭାଇଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ।

ପୂର୍ବରୁ ଏହି କ୍ୟାମ୍ପରେ ଜଣେ ଯବାନଙ୍କ ବ୍ରେନ୍‌ ମ୍ୟାଲେରିଆରେ ମୃତ୍ୟୁ ହୋଇଥିଲା।

 

Related story