ଅପରେସନ୍ ସ୍ମାଇଲ୍ ଟୁ: ବଲାଙ୍ଗିରରୁ ନିଖୋଜ ୧୧ ଶିଶୁ ଘରକୁ ଫେରିଲେ

ବଲାଙ୍ଗିର: ଅପରେସନ୍ ସ୍ମାଇଲ୍ ଟୁ ଜରିଆରେ ବଲାଙ୍ଗିର ଜିଲ୍ଲାରୁ ନିଖୋଜ ୧୧ ଜଣ ଶିଶୁକୁ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗ, ତେଲେଙ୍ଗାନା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି ଶିଶୁମାନଙ୍କୁ ପୋଲିସ୍ ଉଦ୍ଧାର କରି ଭୁବନେଶ୍ୱର ଆଣିଥିଲା। ସେଠାରୁ ବଲାଙ୍ଗିର ନିଆଯାଇ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟକୁ ଶିଶୁମାନଙ୍କୁ ଜିମା ଦିଆଯାଇଥିଲା। ପରେ ସିଡବ୍ଲ୍ୟୁସି ଉଦ୍ଧାର ଶିଶୁମାନଙ୍କୁ ସେମାନଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିଛି।

bolangir

Rakesh Mallick
  • Published: Wednesday, 17 February 2016
  • , Updated: 17 February 2016, 01:33 PM IST

Related story