ପାଟଣାଗଡ଼ରେ ଅନୁଷ୍ଠିତ ହେଲା ପାରମ୍ପରିକ ଲାଖବିନ୍ଧା ପର୍ବ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଆଜି ପାରମ୍ପରିକ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥିଲା। ପାଟଣାଗଡ଼ରେ ଥିବା ରାଜଖମାରରେ ସ୍ଥାନୀୟ ବିଧାୟକ ତଥା ପାଟଣା ମହାରାଜା କନକବର୍ଦ୍ଧନ ସିଂଦେଓ ଏହି ପର୍ବର ଆୟୋଜନ କରିଥିଲେ। ରାଜଖମାର ପରିସରରେ ଥିବା ମା’ ଦଶମତୀଙ୍କୁ ପୂଜାର୍ଚ୍ଚନା କରିବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା। ଏଥିରେ ନିଜେ କନକ ବର୍ଦ୍ଧନ ସିଂଦେଓଙ୍କ ସହ ବହୁ ବ୍ୟକ୍ତି ଲାଖବିନ୍ଧା ପର୍ବରେ ଅଂଶଗ୍ରହଣ କରିଥିଲେ। ଏହି ପର୍ବ ଦେଖିବା ଲାଗି ବହୁ ସଂଖ୍ୟାରେ ଲୋକ […]

patanagada

Rakesh Mallick
  • Published: Thursday, 22 October 2015
  • , Updated: 22 October 2015, 11:22 AM IST

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଆଜି ପାରମ୍ପରିକ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥିଲା। ପାଟଣାଗଡ଼ରେ ଥିବା ରାଜଖମାରରେ ସ୍ଥାନୀୟ ବିଧାୟକ ତଥା ପାଟଣା ମହାରାଜା କନକବର୍ଦ୍ଧନ ସିଂଦେଓ ଏହି ପର୍ବର ଆୟୋଜନ କରିଥିଲେ। ରାଜଖମାର ପରିସରରେ ଥିବା ମା’ ଦଶମତୀଙ୍କୁ ପୂଜାର୍ଚ୍ଚନା କରିବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା। ଏଥିରେ ନିଜେ କନକ ବର୍ଦ୍ଧନ ସିଂଦେଓଙ୍କ ସହ ବହୁ ବ୍ୟକ୍ତି ଲାଖବିନ୍ଧା ପର୍ବରେ ଅଂଶଗ୍ରହଣ କରିଥିଲେ। ଏହି ପର୍ବ ଦେଖିବା ଲାଗି ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ।

Related story