ନିର୍ଭୟା ଗଣବଳାତ୍କାର ମାମଲା: ଅପରାଧୀ ନାବାଳକକୁ ମୁକ୍ତି ଦିଆଯିବା ପ୍ରତିବାଦରେ ରାଲି

ଭୁବନେଶ୍ୱର: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀ ନାବାଳକକୁ ମୁକ୍ତି ମିଳିବା ପରେ ସାରା ଦେଶରେ ପ୍ରତିବାଦର ସ୍ୱର ବଢିବାରେ ଲାଗିଛି। ଭୁବନେଶ୍ୱରଠାରେ ଆଜି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଏକ ରାଲି କରାଯାଇଛି। ମହିଳାମାନେ ମାଷ୍ଟର କ୍ୟାଣ୍ଟିନରୁ ରାଲିରେ ବାହାରି ଲୋୟର ପିଏମଜି ଯାଏଁ ଯାଇଥିଲେ। ଅପରାଧୀ ନାବାଳକକୁ କଠିନ ଦଣ୍ଡ ଦେବାର ଆବଶ୍ୟକତା ଥିଲା ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

raily

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 01:58 PM IST

Related story