ପୁରୀ: ଇଣ୍ଟରନେଟରେ ଓଡ଼ିଆ ପୁସ୍ତକ ପଢିବା, ଲେଖିବାକୁ ପ୍ରୟାସ ଆରମ୍ଭ

ପୁରୀ: ଆଧୁନିକ ସମାଜରେ ପ୍ରତ୍ୟେକ ଓଡ଼ିଆ ଯୁବକମାନେ ଇଣ୍ଟରନେଟ୍ ମାଧ୍ୟମରେ  ଓଡ଼ିଆ ପୁସ୍ତକ ପଢିବା, ଓଡ଼ିଆରେ ପୁସ୍ତକ ଲେଖିବାକୁ ପ୍ରୟାସ ଆରମ୍ଭ କରାଯାଇଛି। ଏ ନେଇ ଓଡ଼ିଆ ଉଇକିପିଡିଆ ତରଫରୁ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ପ୍ରିମିୟର ଇନଷ୍ଟିଚ୍ୟୁଟ ଅଫ୍ କମ୍ପ୍ୟୁଟର ପରିସରରେ ରବିବାର ଏକ କର୍ମଶାଳା ହୋଇଛି। ଏଥିରେ କିପରି ଇଣ୍ଟରନେଟ୍ ସାଇଡରେ ଉଇକିପିଡିଆ ଆକାଉଣ୍ଟକୁ ଯାଇ ଓଡ଼ିଆରେ ଲେଖିବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଜ୍ଞାନକୋଶର ପ୍ରୟୋଗ ଦ୍ୱାରା ଓଡ଼ିଆ […]

puri

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 03:31 PM IST

ପୁରୀ: ଆଧୁନିକ ସମାଜରେ ପ୍ରତ୍ୟେକ ଓଡ଼ିଆ ଯୁବକମାନେ ଇଣ୍ଟରନେଟ୍ ମାଧ୍ୟମରେ  ଓଡ଼ିଆ ପୁସ୍ତକ ପଢିବା, ଓଡ଼ିଆରେ ପୁସ୍ତକ ଲେଖିବାକୁ ପ୍ରୟାସ ଆରମ୍ଭ କରାଯାଇଛି। ଏ ନେଇ ଓଡ଼ିଆ ଉଇକିପିଡିଆ ତରଫରୁ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ପ୍ରିମିୟର ଇନଷ୍ଟିଚ୍ୟୁଟ ଅଫ୍ କମ୍ପ୍ୟୁଟର ପରିସରରେ ରବିବାର ଏକ କର୍ମଶାଳା ହୋଇଛି। ଏଥିରେ କିପରି ଇଣ୍ଟରନେଟ୍ ସାଇଡରେ ଉଇକିପିଡିଆ ଆକାଉଣ୍ଟକୁ ଯାଇ ଓଡ଼ିଆରେ ଲେଖିବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଜ୍ଞାନକୋଶର ପ୍ରୟୋଗ ଦ୍ୱାରା ଓଡ଼ିଆ ଭାଷା ସମ୍ପର୍କରେ ଯୁବକମାନେ ଅଧିକ ଜ୍ଞାନ ଆହାରଣ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଓଡ଼ିଶା ଲୋକାଲ୍ ଗାଇଡର କମ୍ୟୁନିଟି ପରିଚାଳକ ସ୍ନେହାଶିଷ ନାୟକ, ଶୈଲେଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ।

Related story