ପୁରୀରେ ଡିଜି ଧନ ମେଳା

ପୁରୀ: ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ଗୁଣ୍ଡିଚା ମନ୍ଦିରରେ ଡିଜିଧନ ମେଳାର ଆୟୋଜନ କରାଯାଇଛି। ଏଥିରେ  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଯୋଗ ଦେଇଥିଲେ। ମେଳାରେ  ବିଭିନ୍ନ ବ୍ୟାଙ୍କ, ଟେଲିକମ୍‌ କମ୍ପାନୀ, ମୋବାଇଲ ୱାଲେଟ୍ ଅପରେଟର ଓ ଜରିଆରେ ପ୍ରମେଣ୍ଟ ପ୍ରଣାଳି ନେଇ ବ୍ରିକେତାଙ୍କ ଷ୍ଟଲ୍‌ ଲାଗିଛି। ଏଥିସହ ୟୁପିଆଇ,  ୟୁଏସ୍‌ଏସ୍‌ଡି, ଇ ୱାଲେଟ୍‌,ପିଓଏସ ଓ ଭୀମଆପ୍‌ ଜରିଆରେ ନେଣଦେଣ ନେଇ […]

puri7

Rakesh Mallick
  • Published: Sunday, 26 March 2017
  • , Updated: 26 March 2017, 02:40 PM IST

ପୁରୀ: ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ଗୁଣ୍ଡିଚା ମନ୍ଦିରରେ ଡିଜିଧନ ମେଳାର ଆୟୋଜନ କରାଯାଇଛି। ଏଥିରେ  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଯୋଗ ଦେଇଥିଲେ। ମେଳାରେ  ବିଭିନ୍ନ ବ୍ୟାଙ୍କ, ଟେଲିକମ୍‌ କମ୍ପାନୀ, ମୋବାଇଲ ୱାଲେଟ୍ ଅପରେଟର ଓ ଜରିଆରେ ପ୍ରମେଣ୍ଟ ପ୍ରଣାଳି ନେଇ ବ୍ରିକେତାଙ୍କ ଷ୍ଟଲ୍‌ ଲାଗିଛି। ଏଥିସହ ୟୁପିଆଇ,  ୟୁଏସ୍‌ଏସ୍‌ଡି, ଇ ୱାଲେଟ୍‌,ପିଓଏସ ଓ ଭୀମଆପ୍‌ ଜରିଆରେ ନେଣଦେଣ ନେଇ ଶିକ୍ଷା ବ୍ୟବସ୍ଥା କରାଯାଇଛି।

Related story