ପୁରୀରେ ଆଜି ବି ସମୁଦ୍ର ଅଶାନ୍ତ

ପୁରୀ: ପୁରୀରେ ଆଜି ବି ଅଶାନ୍ତ ରହିଛି ସମୁଦ୍ର। ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଲଂଘି ପ୍ରାୟ ୧୦୦ ମିଟର ଯାଏ ମାଡ଼ି ଆସିଥିବାରୁ ସ୍ୱର୍ଗଦ୍ୱାର ପ୍ରତି ବିପଦ ସୃଷ୍ଟି ହୋଇଛି। ସମୁଦ୍ର ଜୁଆର ପୁରୀର ବେଳାଭୂମିକୁ ଖାଇ ଚାଲି ଥିବାରୁ ଅଧିକ ଆତଙ୍କିତ ହୋଇ ପଡ଼ିଛନ୍ତି ଉଠା ଦୋକାନୀ ଓ ପର୍ଯ୍ୟଟକ। ଜିଲ୍ଲା ପ୍ରଶାସନ କହିଛି ବିଶେଷଜ୍ଞଙ୍କ ଦ୍ୱାରା ସ୍ଥିତିର ଅନୁଧ୍ୟାନ କରାଯିବା ପରେ ପଦକ୍ଷେପ ନିଆଯିବ।

puri-sea

Rakesh Mallick
  • Published: Wednesday, 10 August 2016
  • , Updated: 10 August 2016, 10:32 AM IST

Related story