ପୁରୀ: ସ୍ୱାମୀ ଚିଦାନନ୍ଦଙ୍କ ଶତବାର୍ଷିକୀ ମହୋତ୍ସବକୁ ନେଇ ବିବାଦ

ପୁରୀ; ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲିରେ ହେବାକୁ ଥିବା ସ୍ୱାମୀ ଚିଦାନନ୍ଦ ଶତବାର୍ଷିକୀ ମହୋତ୍ସବକୁ ନେଇ ବିବାଦ ଦେଖାଦେଇଛି। ମହୋତ୍ସବ ପାଇଁ ଭୋଳାନାଥ ବିଦ୍ୟାପୀଠରେ ରୋଷେଇ ଓ ଖାଇବା ବ୍ୟବସ୍ଥା କରାଯାଛି । ତେବେ ଏହା ଆଇନ ଉଲ୍ଲଂଘନ ବୋଲି ଆଇନଜୀବୀମାନେ ଅଭିଯୋଗ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖି ଶିକ୍ଷାଦାନରେ କୌଣସି ପ୍ରତିବନ୍ଧକ ହେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

puri1

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 07:54 AM IST

Related story