ରାଜଧାନୀରେ ରାହାଗିରି

ଭୁବନେଶ୍ୱର:  ସବୁ ରବିବାର ଭଳି ଆଜି ମଧ୍ୟ ଭୁବନେଶ୍ୱର ଜନପଥରେ ପାଳନ ହେଉଛି ରାହାଗିରି ଦିବସ। ମାଷ୍ଟର କ୍ୟାଣ୍ଟିନ୍‌ରୁ  ରାମ ମନ୍ଦିର  ପର୍ଯ୍ୟନ୍ତ  ଲାଗି ରହିଛି ଲୋକଙ୍କ ଗହଳି। ନାଚ, ଗୀତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ରାଜଧାନୀବାସୀ ମସଗୁଲ ହୋଇଯାଇଛନ୍ତି।

rahagiri

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 04:15 AM IST

Related story