ରାସନ କାର୍ଡ ହିତାଧିକାରୀ ଚୟନରେ ଅନିୟମିତତା ପ୍ରତିବାଦରେ ଏରସମା ବ୍ଲକ ଆଗରେ ଗଣଧାରଣା

ଜଗତସିଂହପୁର: ରାସନ କାର୍ଡ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କାର୍ଯ୍ୟାଳୟ ଆଗରେ ବାଲିକୁଦା -ଏରସମା ବିକାଶ ପରିଷଦ ପକ୍ଷରୁ ଗଣଧାରଣା ଦିଆଯାଇଛି । ଏରସମା ବିକାଶ ପରିଷଦ ସଭାପତି ସାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଯୋଜନାରୁ ବାଦ ପଡିଥିବା ଶତାଧିକ ହିତାଧିକାରୀ ସାମିଲ ହୋଇଥିଲେ। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଗଣ ଆନ୍ଦୋଲନ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

jagatsingpur

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 05:17 PM IST

Related story