ଓଲଟି ପଡ଼ିଲା ବସ୍; ୧୨ ଆହତ, ୨ ଗୁରୁତର

ରାଉରକେଲା: ରାଉରକେଲାରୁ ରେଢ଼ାଖୋଲ ଯାଉଥିବା ଏକ ଯାତ୍ରୀବାହୀ ବସ୍ କେଶାଇବାହାଲ ପେଟ୍ରୋଲ୍ ପମ୍ପ୍ ସମ୍ମୁଖରେ ଓଲଟି ପଡ଼ିବାରୁ ୧୨ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ କେଶାଇବାହାଲ ଓ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

injuredpersons

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 04:24 PM IST

Related story