ରାୟଗଡା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ବ୍ଳକଗ୍ରାଣ୍ଟ ଶିକ୍ଷକ

ରାୟଗଡା: ବିଭିନ୍ନ ଦାବିନେଇ ରାୟଗଡା ଜିଲ୍ଲା ବ୍ଳକଗ୍ରାଣ୍ଟ ଶିକ୍ଷକ ସଂଘ ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାର ୨୦ଟି ବିଦ୍ୟାଳୟର ଶତାଧିକ ବ୍ଲକଗ୍ରାଣ୍ଟ ଶିକ୍ଷକ ଶିକ୍ଷୟିତ୍ରୀ ବ୍ଳକ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ନାରାବାଜି କରିଥିଲେ। ସେମାନେ ବିଭିନ୍ନ ଦାବି ସମ୍ୱଳିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ସେମାନଙ୍କ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ। ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଦୀର୍ଘଦିନର […]

rayagard-block-grant-sikhyak

rayagard-block-grant-sikhyak

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 06:49 AM IST

Sports

Latest News

rayagard-block-grant-sikhyakରାୟଗଡା: ବିଭିନ୍ନ ଦାବିନେଇ ରାୟଗଡା ଜିଲ୍ଲା ବ୍ଳକଗ୍ରାଣ୍ଟ ଶିକ୍ଷକ ସଂଘ ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାର ୨୦ଟି ବିଦ୍ୟାଳୟର ଶତାଧିକ ବ୍ଲକଗ୍ରାଣ୍ଟ ଶିକ୍ଷକ ଶିକ୍ଷୟିତ୍ରୀ ବ୍ଳକ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ନାରାବାଜି କରିଥିଲେ। ସେମାନେ ବିଭିନ୍ନ ଦାବି ସମ୍ୱଳିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ସେମାନଙ୍କ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ। ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଦୀର୍ଘଦିନର ଦାବି ପୂରଣ କରିବାରେ ସରକାର ଟାଳଟୁଳ ନିତୀ ଅବଳମ୍ୱନ କରୁଥିବା ବେଳେ ଦୀର୍ଘ ୨୫ ଦିନ ହେଲାଣି ସ୍କୁଲରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଲାଣି ବୋଲି ସଂଘ ଅଭିଯୋଗ କରିଛି। ତେଣୁ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଶିକ୍ଷକ ମାନେ ଚେତାବନୀ ଦେଇଥିବା ବେଳେ ଶିକ୍ଷକଙ୍କ ଦାବୀପତ୍ର ସରକାରଙ୍କ ନିକଟକୁ ପଠାଇବେ ବୋଲି କହିଛି ଜିଲ୍ଲା ପ୍ରଶାସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story