ରାୟଗଡ଼ା: ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ବନ୍ଧଗୁଡ଼ାରେ ରାସ୍ତା ନିର୍ମାଣ ଦାବିରେ ଆଜି ୩ଟି ଗାଁର ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଫଳରେ ବିଷମକଟକ-ମୁନିଗୁଡ଼ା ରାସ୍ତାରେ ଗାଡ଼ିଚଳାଚଳ ପ୍ରଭାବିତ ହୋଇଥିଲା।

rayagada

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 12:54 PM IST

Related story