ରାୟଗଡା: ଟ୍ରେନରୁ ଖସିପଡ଼ି ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ରାୟଗଡା: ଟ୍ରେନରୁ ପଡ଼ି ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ଷ୍ଟେସନରେ ମଙ୍ଗଳବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା। ମୃତ ଯବାନଙ୍କ ନାଁ ଅଭୟ ପାଣ୍ଡେ। ସେ କୋରାପୁଟ ସୁନାବେଡାସ୍ଥିତ ୨୦୨ ସିଆରପିଏଫ କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଥିଲେ। ଅଭୟ ଆଲପି ଏକ୍ସପ୍ରେସରୁ ଓହ୍ଲାଇ ହୀରକୁଦ ଏକ୍ସପ୍ରେସରେ ଚଡିବା ବେଳେ ଗୋଡ଼ ଖସିଯିବାରୁ ତଳେ ପଡ଼ିଯାଇଥିଲେ। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

rayagada

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 01:47 PM IST

Related story