ରାଉରକେଲା: ୪ ବାଇକ୍‌ ଲୁଟେରା ଗିରଫ

ରାଉରକେଲା: ରାଉରକେଲା ପ୍ଲାଣ୍ଟ୍‌ ସାଇଟ୍‌ ପୋଲିସ୍‌ ଆଜି ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୮ଟି ବାଇକ୍‌ ଜବତ କରିଛି। ଏମାନେ ବାଇକ୍‌ ଚୋରି କରି ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବିକ୍ରି କରୁଥିଲେ। ତେବେ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ୍‌ କହିଛି।

handcuffs

Rakesh Mallick
  • Published: Monday, 28 November 2016
  • , Updated: 28 November 2016, 09:10 PM IST

Related story