ଶାଗୁଆନକାଠ ଚୋରଙ୍କୁ ଗିରଫ ଦାବିରେ ସୋନପୁରରେ ୧୨ ଘଣ୍ଟିଆ ବନ୍ଦ

ସୋନପୁର: ଶାଗୁଆନ କାଠ ଚୋରି ମାମଲାରେ ଅଭିଯୁକ୍ତକୁ ଗିରଫ ଦାବିରେ ସ୍ୱାଭିମାନ ମଞ୍ଚ ପକ୍ଷରୁ ସୋନପୁର ସହରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।।  ବନ୍ଦ ଯୋଗୁଁ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଯାନବାହାନ ଚଳାଚଳ ବନ୍ଦ ରହିଛି। ଗତ ୧୪ ତାରିଖରେ  ହୋଇଥିବା ଶାଗୁଆନ କାଠ ଚୋରି ମାମଲାରେ ସମ୍ପୃକ୍ତ  କଇରୁ ସ୍ୱାଇଁ,ବଳଦେବ ନାଏକ ଓ ଦୁଇ ଜଣ କର୍ମଚାରୀ ଲକ୍ଷ୍ମଣ ନାଏକ, ନୀଳାଚଳ ପଣ୍ଡାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।  ତେବେ  ଅଭିଯୁକ୍ତମାନଙ୍କୁ ଗିରଫ […]

sonepur

Rakesh Mallick
  • Published: Wednesday, 30 September 2015
  • , Updated: 30 September 2015, 06:51 AM IST

ସୋନପୁର: ଶାଗୁଆନ କାଠ ଚୋରି ମାମଲାରେ ଅଭିଯୁକ୍ତକୁ ଗିରଫ ଦାବିରେ ସ୍ୱାଭିମାନ ମଞ୍ଚ ପକ୍ଷରୁ ସୋନପୁର ସହରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।।  ବନ୍ଦ ଯୋଗୁଁ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଯାନବାହାନ ଚଳାଚଳ ବନ୍ଦ ରହିଛି। ଗତ ୧୪ ତାରିଖରେ  ହୋଇଥିବା ଶାଗୁଆନ କାଠ ଚୋରି ମାମଲାରେ ସମ୍ପୃକ୍ତ  କଇରୁ ସ୍ୱାଇଁ,ବଳଦେବ ନାଏକ ଓ ଦୁଇ ଜଣ କର୍ମଚାରୀ ଲକ୍ଷ୍ମଣ ନାଏକ, ନୀଳାଚଳ ପଣ୍ଡାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।  ତେବେ  ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନାହିଁ। ।  ବନ୍ଦ ଯୋଗୁଁ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଯାନବାହାନ ଚଳାଚଳ ବନ୍ଦ ରହିଛି।

Related story