ସାଲେପୁର: ଡେଙ୍ଗୁରେ ୧୨ ବର୍ଷ ବାଳକର ମୃତ୍ୟୁ ଅଭିଯୋଗ

ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ କୋଳିଅଠା ଗାଁର ଜଣେ ୧୨ ବର୍ଷର ବାଳକର ଡେଙ୍ଗୁ ଜ୍ୱରରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ମୃତ ବାଳକର ନାଁ ସଂଗ୍ରାମ ବେହେରା। ଗତକିଛି ଦିନ ହେବ ସଂଗ୍ରାମ ଡେଙ୍ଗୁରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ କଟକ ବଡ଼ ମେଡିକାଲରେ ସଂଗ୍ରାମଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

death

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 02:34 PM IST

ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ କୋଳିଅଠା ଗାଁର ଜଣେ ୧୨ ବର୍ଷର ବାଳକର ଡେଙ୍ଗୁ ଜ୍ୱରରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ମୃତ ବାଳକର ନାଁ ସଂଗ୍ରାମ ବେହେରା।

ଗତକିଛି ଦିନ ହେବ ସଂଗ୍ରାମ ଡେଙ୍ଗୁରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ କଟକ ବଡ଼ ମେଡିକାଲରେ ସଂଗ୍ରାମଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story