ସମ୍ବଲପୁର: ବ୍ୟାଙ୍କ୍ ଲକରରେ ଉଇ

ସମ୍ବଲପୁର: ବ୍ୟାଙ୍କ୍ ଲକରରେ ଉଇ। ଲକରରେ ଥିବା ଗ୍ରାହକଙ୍କ କାଗଜପତ୍ର ଖାଇ ମାଟି କରି ଦେଇଛନ୍ତି। କଥାଟା ଶୁଣିଲେ ଅସମ୍ଭବ ମନେ ହେଉଥିଲେ ମଧ୍ୟ ସତ। ସମ୍ୱଲପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ମହିଳାଙ୍କ ଲକରରେ ଥିବା ଜରୁରୀ କାଗଜପତ୍ର ସବୁକୁ ଉଇ ଖାଇ ମାଟି କରିଦେବା ସହ ଲକ୍ଷ ଲକ୍ଷ ଟଙ୍କ।ର ଗହଣା ମଧ୍ୟ ଖରାପ ହୋଇଯାଇଛି। ଏହି ମହିଳାଙ୍କ ନାଁ ଗୁରୁଦୀପ ଗର୍ଚ୍ଛା। ଆଜି ମଧ୍ୟାହ୍ନରେ ସେ ଓରିଏଣ୍ଟାଲ୍ ବ୍ୟାଙ୍କ୍ ଅଫ୍ କମର୍ସର […]

bank-locker

bank-locker

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 04:50 PM IST

Sports

Latest News

ସମ୍ବଲପୁର: ବ୍ୟାଙ୍କ୍ ଲକରରେ ଉଇ। ଲକରରେ ଥିବା ଗ୍ରାହକଙ୍କ କାଗଜପତ୍ର ଖାଇ ମାଟି କରି ଦେଇଛନ୍ତି। କଥାଟା ଶୁଣିଲେ ଅସମ୍ଭବ ମନେ ହେଉଥିଲେ ମଧ୍ୟ ସତ। ସମ୍ୱଲପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ମହିଳାଙ୍କ ଲକରରେ ଥିବା ଜରୁରୀ କାଗଜପତ୍ର ସବୁକୁ ଉଇ ଖାଇ ମାଟି କରିଦେବା ସହ ଲକ୍ଷ ଲକ୍ଷ ଟଙ୍କ।ର ଗହଣା ମଧ୍ୟ ଖରାପ ହୋଇଯାଇଛି। ଏହି ମହିଳାଙ୍କ ନାଁ ଗୁରୁଦୀପ ଗର୍ଚ୍ଛା। ଆଜି ମଧ୍ୟାହ୍ନରେ ସେ ଓରିଏଣ୍ଟାଲ୍ ବ୍ୟାଙ୍କ୍ ଅଫ୍ କମର୍ସର ବୁଢ଼ାରଜାଠାରେ ଥିବା ଶାଖାକୁ ଆସି ନିଜ ଲକର ଚେକ କରିବାକୁ ଚାହିଁଥିଲେ। ସେ ଗତ ୮ ବର୍ଷ ହେଲା ଏହି ଲକର ବ୍ୟବହାର କରି ଆସୁଥିଲେ। ପ୍ରାୟ ବର୍ଷେ ପରେ ଆଜି ଷ୍ଟ୍ରଙ୍ଗ ରୁମକୁ ଆସି ନିଜ ଜିନିଷ ଦେଖିବାକୁ ଆସିଥିଲେ। କିନ୍ତୁ ଖୋଲିବା ପରେ ସେ ବେହୋସ ହୋଇ ପଡ଼ିଥିଲେ। ଲକର ଭିତରେ ଥିଲେ ଉଇ। ତାଙ୍କର ସମସ୍ତ ଦରକାରୀ ମୂଲ୍ୟବାନ କାଗଜପତ୍ର ଉଇ ଖାଇଯାଇଥିଲା। ତା’ସହିତ ଲକ୍ଷ ଲକ୍ଷ ଟଙ୍କ।ର ସୁନା ଓ ହୀରା ଗହଣା ମଧ୍ୟ ଉଇ ମାଟି ଭିତରେ ପୋତି ହୋଇ ରହିଥିଲା।

ଏହି ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ ରେ ମୋଟ ୧୬୫ଟି ଲକର ରହିଥିବା ବେଳେ ବ୍ୟବହାର ହେଉଥିଲା ୧୩୫ଟି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର କହିବା କଥା ହେଲା ଏଥିରେ ସେମାନଙ୍କର କିଛି ଦୋଷ ନାହିଁ। ସେମାନେ ଉଇ ପାଇଁ ମଧ୍ୟ ଉପଚାର ନିୟମିତ ବ୍ୟବଧାନରେ କରାଉଥିଲେ। ଏହି ଘଟଣା ପଦାକୁ ଆସିବା ପରେ ସେମାନେ ଅନ୍ୟ ଲକର ହୋଲଡରମାନଙ୍କୁ ତୁରନ୍ତ ଆସି ନିଜ ନିଜ ଲକର ଯାଞ୍ଚ କରାଇ ନେବା ପାଇଁ ଖବର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story