ବିଦ୍ୟୁତ ଆଘାତରେ ଚାଷୀ ମୃତ

ସମ୍ୱଲପୁର: ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ବୁଧିଲଶିଣ୍ଢ ଗ୍ରାମର ଚାଷୀ ସୁମନ୍ତ ମିର୍ଦ୍ଧାଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ସୁମନ୍ତ ବିଲ କାମ ସାରି ବଳଦ ଧୋଇବା ପାଇଁ ନଳକୂପ ପାଖକୁ ନେଉଥିବା ବେଳେ ତଳେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ସୁମନ୍ତ ଓ ବଳଦର ମୃତ୍ୟୁ ହୋଇଥିଲା ।

sambalpur farmar

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 06:23 PM IST

ସମ୍ୱଲପୁର: ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ବୁଧିଲଶିଣ୍ଢ ଗ୍ରାମର ଚାଷୀ ସୁମନ୍ତ ମିର୍ଦ୍ଧାଙ୍କ ମୃତ୍ୟୁ ଘଟିଛି।

ଆଜି ସକାଳେ ସୁମନ୍ତ ବିଲ କାମ ସାରି ବଳଦ ଧୋଇବା ପାଇଁ ନଳକୂପ ପାଖକୁ ନେଉଥିବା ବେଳେ ତଳେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ସୁମନ୍ତ ଓ ବଳଦର ମୃତ୍ୟୁ ହୋଇଥିଲା ।

Related story