ସମ୍ବଲପୁର ଓ ସୁନ୍ଦରଗଡ଼ରେ ମୃଦୁ ଭୂକଂପ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ଆଜି ମୃଦୁ ଭୂକଂପ ଅନୁଭୂତ ହୋଇଛି। କୁଚିଣ୍ଡା ସମେତ ଲଇକେରା, କିରିମିରି ଓ କୋଲାବିରା ଅଞ୍ଚଳରେ ମଧ୍ୟ ମୃଦୁ ଭୂକଂପ ଅନୁଭୂତ ହୋଇଛି। ସେହିପରି ସୁନ୍ଦରଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ମଧ୍ୟ ଭୂକଂପ ଝଟକା ଅନୁଭୂତ ହୋଇଛି। ତେବେ ଏହି ଭୂକଂପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ।

generic-earthquake

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 04:24 PM IST

Related story