ସିରାଜୁଦ୍ଦିନ ଖଣି କମ୍ପାନୀ କାର୍ଯ୍ୟାଳୟ ଉପରେ ଚଢାଉ କଲା ସେଣ୍ଟ୍ରାଲ ଏକ୍ସସାଇଜ ବିଭାଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ସିରାଜୁଦ୍ଦିନ ଏଣ୍ଡ କୋ ଖଣି କମ୍ପାନୀ କାର୍ଯ୍ୟାଳୟରେ  ସେଣ୍ଟ୍ରାଲ ଏକ୍ସସାଇଜ ବିଭାଗର ଚଢଉ କରାଯାଇଛି। ଗତକାଲି ଏକ ୬ ଜଣିଆ ଟିମ୍ କମ୍ପାନୀର ବଳଦାସ୍ଥିତ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲେ। ପ୍ରାୟ ୫ ଘଣ୍ଟା ଧରି ଏହି ଚଢାଉ ଚାଲିଥିଲା। ଚଢାଉ ବେଳେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଫାଇଲ ଯାଞ୍ଚ କରିଥିଲା ଏହି ଟିମ୍। ଭୁବନେଶ୍ୱର ଏବଂ ରାଉରକେଲାରୁ ସେଣ୍ଟ୍ରାଲ ଏକ୍ସସାଇଜର ଏହି ଟିମ ଆସିଥିବା […]

sirajuddain mines

sirajuddain mines

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 05:54 AM IST

Sports

Latest News

sirajuddain minesକେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ସିରାଜୁଦ୍ଦିନ ଏଣ୍ଡ କୋ ଖଣି କମ୍ପାନୀ କାର୍ଯ୍ୟାଳୟରେ  ସେଣ୍ଟ୍ରାଲ ଏକ୍ସସାଇଜ ବିଭାଗର ଚଢଉ କରାଯାଇଛି। ଗତକାଲି ଏକ ୬ ଜଣିଆ ଟିମ୍ କମ୍ପାନୀର ବଳଦାସ୍ଥିତ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲେ। ପ୍ରାୟ ୫ ଘଣ୍ଟା ଧରି ଏହି ଚଢାଉ ଚାଲିଥିଲା। ଚଢାଉ ବେଳେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଫାଇଲ ଯାଞ୍ଚ କରିଥିଲା ଏହି ଟିମ୍। ଭୁବନେଶ୍ୱର ଏବଂ ରାଉରକେଲାରୁ ସେଣ୍ଟ୍ରାଲ ଏକ୍ସସାଇଜର ଏହି ଟିମ ଆସିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story