ଶ୍ରାବଣ ଶେଷ ସୋମବାର, ମହାଦେବଙ୍କୁ ଜଳଲାଗି କଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ଶିବାଳୟରେ ମହାଦେବଙ୍କୁ ଜଳଲାଗି କରିଛନ୍ତି। ବିଶ୍ୱାସ ରହିଛି ଶ୍ରାବଣ ସୋମବାରରେ ଭୋଳାବାବାଙ୍କୁ ଜଳଲାଗି କଲେ ମନବାଞ୍ଚା ପୂର୍ଣ୍ଣ ହୋଇଥାଏ। ଗତକାଲିଠାରୁ ନଦୀରୁ ପବିତ୍ର ଜଳ ଧରି କାଉଡିଆମାନେ ଖାଲିପାଦରେ ମାନସୀକ ମନାସିଥିବା ଶିବାଳୟକୁ ଯାତ୍ରା ଆରମ୍ଭ କରିଥିଲେ। ଶିବାଳୟରେ ପହଞ୍ଚିବା ପରେ ଲମ୍ବା ଧାଡ଼ିରେ ଛିଡା ହୋଇ ମହାଦେବଙ୍କୁ ଜଳଲାଗି କରିଥିଲେ। ଲିଙ୍ଗରାଜ, ବାବା ପଞ୍ଚଲିଙ୍ଗେଶ୍ୱର, […]

srabana

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 09:40 AM IST

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ଶିବାଳୟରେ ମହାଦେବଙ୍କୁ ଜଳଲାଗି କରିଛନ୍ତି।

ବିଶ୍ୱାସ ରହିଛି ଶ୍ରାବଣ ସୋମବାରରେ ଭୋଳାବାବାଙ୍କୁ ଜଳଲାଗି କଲେ ମନବାଞ୍ଚା ପୂର୍ଣ୍ଣ ହୋଇଥାଏ। ଗତକାଲିଠାରୁ ନଦୀରୁ ପବିତ୍ର ଜଳ ଧରି କାଉଡିଆମାନେ ଖାଲିପାଦରେ ମାନସୀକ ମନାସିଥିବା ଶିବାଳୟକୁ ଯାତ୍ରା ଆରମ୍ଭ କରିଥିଲେ। ଶିବାଳୟରେ ପହଞ୍ଚିବା ପରେ ଲମ୍ବା ଧାଡ଼ିରେ ଛିଡା ହୋଇ ମହାଦେବଙ୍କୁ ଜଳଲାଗି କରିଥିଲେ। ଲିଙ୍ଗରାଜ, ବାବା ପଞ୍ଚଲିଙ୍ଗେଶ୍ୱର, ଝାଡ଼େଶ୍ୱରୀ, ବାଙ୍କେଶ୍ୱରୀ, ମୁକ୍ତେଶ୍ୱର, ଧବଳେଶ୍ୱର, କପିଳାସ, ଆଖଣ୍ଡଳମଣି, ଲୋକନାଥ, ଗୁପ୍ତେଶ୍ୱର ଆଦି ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Related story