ସୁନ୍ଦରଗଡ଼ରେ କାଳବୈଶାଖୀ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ଜୋର ପବନ ବୋହିବାରୁ ଗଛ ଓ ବିଜୁଳି ଖୁଣ୍ଟ ଭାଂଗି ପଡ଼ିଛି। ସହର ନିକଟ କିରୋଇ ପଂଚାୟତରେ ଶତାଧିକ ଘର ଭାଂଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ସେପଟେ ଟାଙ୍ଗରପାଲିରେ ଘର ଭାଂଗିବା ଯୋଗୁଁ ଜଣେ ବାଳକ ଆହତ ହୋଇଛି।

lightening

Rakesh Mallick
  • Published: Saturday, 27 May 2017
  • , Updated: 27 May 2017, 10:05 PM IST

Related story